ରାସ୍ତା ନଥିବାରୁ ଜୀବନ ଗଲା। ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗୁଡା ପଞ୍ଚାୟତର ଘଟଣା। ସାପ କାମୁଡି ଦେଇଥିବା ଗୁରୁତର ମାଆଙ୍କୁ ନିଜ ପିଠିରେ ୫ କିଲୋମିଟର ବୋହିନେଲା ଝିଅ। ସେଠାରୁ ବାଇକରେ ପୁଣି ୩ କିଲୋମିଟର ନେଲା ପରେ ଆମ୍ବୁଲାନ୍ସରେ ହସ୍ପିଟାଲ ଗଲେ। ପହଞ୍ଚିଲା ବେଳକୁ ବହୁତ ଡେରି ହେଇସାରିଥିଲା। ଖଟିଆରେ ମୃତଦେହ ନେଇ ଫେରିଲେ। #odisha… pic.twitter.com/PtT9aV5cyh
— Odisha Reporter (@OdishaReporter) August 2, 2025